Cyclone dana live Update: ବାତ୍ୟା `ଦାନା` ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଶୁଣନ୍ତୁ ନୂଆ ସରକାରଙ୍କ ବାତ୍ୟା ମୁକାବିଲା ଷ୍ଟ୍ରାଟେଜି....

ପ୍ରିୟମ୍ବଦା ରଣା Thu, 24 Oct 2024-5:04 pm,

Cyclone dana live Update: ବାତ୍ୟା ମୁକାବିଲା କାର୍ଯ୍ୟରେ କେନ୍ଦ୍ର ସରକାର ମଧ୍ୟ ଆବଶ୍ୟକ ସହଯୋଗର ହାତ ବଢ଼ାଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସାମ୍ବାଦିକଙ୍କୁ ସୂଚନା ଦେଇ ଶ୍ରୀ ମାଝି କହିଛନ୍ତି,  ‘କେନ୍ଦ୍ରର ସହଯୋଗ ଲୋଡ଼ିବା ପୂର୍ବରୁ କେନ୍ଦ୍ର ସହାୟତା ମିଳିଛି। ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ଏ ବିଷୟରେ ଆଲୋଚନା ହୋଇଛି। ନିଜେ ପ୍ରଧାନମନ୍ତ୍ରୀ ବାତ୍ୟା ଦାନା ସ୍ଥିତି ଓ ପ୍ରସ୍ତୁତି ବାବଦରେ ଆଲୋଚନା କରିଛନ୍ତି। ଆମ ମନ୍ତ୍ରୀମାନେ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ରିପୋର୍ଟ ଦିଆଯାଇଛି। ପ୍ରଧାନମନ୍ତ୍ରୀ ତୁରନ୍ତ ଆବଶ୍ୟକ ସହାୟତା ଦେବାକୁ କହିଛନ୍ତି’।   

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link