Video: ବିପଜ୍ଜନକ ଭାବେ କଟା ଚାଲିଛି ନଡ଼ିଆ ଗଛ, ଭିଡିଓ ହେଲା ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 25 Oct 2024-10:27 pm,

Video: ବାତ୍ୟା 'ଦାନା' ପ୍ରଭାବରୁ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଅନେକ କ୍ଷୟକ୍ଷତି ହୋଇଛି । ତେବେ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ଅତି ବିପଜ୍ଜନକ ଭାବେ ଗଛ କଟା ଚାଲିଛି । ତେବେ ଭିଡିଓଟି ପ୍ରକୃତରେ କେଉଁ ସ୍ଥାନର ତାହା ସ୍ପଷ୍ଟ ହୋଇନାହିଁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link