Raju Das Video: କମେଡି ପରେ ଆଲବମ ରେ ନଜର ଆସିବେ ସାହୁବାବୁ, ପତ୍ନୀ ବି ଦେଉଛନ୍ତି ସାଥ୍

Rashmita Sahoo Tue, 24 Sep 2024-5:52 pm,

Raju Das Video: ଚର୍ଚ୍ଚାରେ ଏବେ ସାହୁ ବାବୁ ଓରଫ ରାଜୁ ଦାସ। ସାହୁ ଭେରାଇଟି ଷ୍ଟୋର ଭିଡିଓରୁ ପପୁଲାର ହୋଇଥିବା ସାହୁ ବାବୁ ନିଜ କମେଡି ପାଇଁ ରାଜ୍ୟସାରା ପରିଚିତ । ହେଲେ ଏବେ ତାଙ୍କ ଫ୍ୟାନ୍ସ ତାଙ୍କୁ ଆଉ ଏକ ନୂଆରୂପରେ ଦେଖିବାକୁ ଯାଉଛନ୍ତି। ରିଲିଜ ହେବାକୁ ଯାଉଛି ତାଙ୍କ ନିଜର ଆଲବମ। ସବୁଠାରୁ ବଡ଼ କଥା ହେଲା ଏଥିରେ ହିରୋଇନ ଭାବେ ତାଙ୍କ ନିଜ ଧର୍ମପତ୍ନୀ ସୋନାଲି ମଧ୍ୟ ରହିଛନ୍ତି । ତେବେ କିଛିଦିନ ତଳେ ସାହୁ ବାବୁ ନିଜେ ଏହି ଭିଡିଓ ସେୟାର କରିଛନ୍ତି । ଆଲବମ ଟିର ଟାଇଟଲ ରଖାଯାଇଛି ଝୁମକା ତୋର ନିଦ ହଜାଏ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link