BBSR police: ବଡ଼ ବଡ଼ ଆପାର୍ଟମେଣ୍ଟରୁ ଚୋରି କରୁଥିବା ୯ ଅଭିଯୁକ୍ତଙ୍କୁ ଧରିଲା କମିଶନରେଟ ପୋଲିସ

Thu, 29 Feb 2024-4:52 pm,

ଭୁବନେଶ୍ୱରର ବିଭିନ୍ନ ଆପାର୍ଟମେଣ୍ଟରୁ ଚୋରି କରୁଥିବା ୯ ଅଭିଯୁକ୍ତଙ୍କୁ ଧରିବା ସକ୍ଷମ ହେଲା କମିସନରେଟ ପୋଲିସ, ସୁନା ରୁପା ଗହଣା ସହ ବାଇକ୍ ଓ ନଗଦ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link