Congress Strike: ଦୁର୍ନୀତି ବିରୁଦ୍ଧରେ କଂଗ୍ରେସର ହରତାଳ, ବ୍ଲକ ଘେରିଲେ କଂଗ୍ରେସ ନେତା

ପ୍ରିୟମ୍ବଦା ରଣା Thu, 27 Jul 2023-12:39 pm,

Congress Strike: ଆଖିବୁଜା ଦୁର୍ନୀତି, ସରକାରୀ ଯୋଜନାରେ ପାତର ଅନ୍ତର ଓ ବିଭିନ୍ନ ଦାବି ନେଇ କେନ୍ଦ୍ରାପଡା ଜିଲା ଡେରାବିଶ କଂଗ୍ରେସ ପକ୍ଷରୁ ଡେରାବିଶ ବ୍ଲକ ଘେରାଉ କରାଯାଇଛି l କଂଗ୍ରେସ ନେତା ରତିକାନ୍ତ କାନୁନଗୋଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଶୋଭାଯାତ୍ରା ରେ ଆସି ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ l ବିଭିନ୍ନ ଦାବି ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଭିଜିଲାନ୍ସ ତଦନ୍ତ, ମଧୁବାବୁ ପେନସନ ଯୋଜନାରେ ଯୋଗ୍ୟ ବୃଦ୍ଧ ଓ ବୃଦ୍ଧା ଙ୍କୁ ସାମିଲ କରିବା, ବିଭିନ୍ନ ଯୋଜନାରେ ଯୋଗ୍ୟ ହିତାଧିକାରୀ ଙ୍କୁ ସୁବିଧା ଯୋଗାଇଦେବା ପାଇଁ କୁହାଯାଇଛି l 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link