Congress MLA Taraprasad: ଭାଲୁ ଭାଇନାଙ୍କ ଗୀତ ଭାଇରାଲ, `ହେ ନବୀନ ଦେଖା ଦେ ନ ହେଲେ ଜବାବ ଦେ`
ରଶ୍ମିତା ସାହୁ Mon, 11 Sep 2023-5:39 pm,
କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଗୀତ ଭାଇରାଲ, ହେ ନବୀନ ଦେଖା ଦେ, ନ ହେଲେ ଜବାବ ଦେ । ୫ ମିନିଟ୍ ୫୭ ସେକେଣ୍ଡର ରିଲିଜ ହୋଇଥିବା ଭିଡିଓକୁ ନେଇ ଏବେ ବେଶ ଚର୍ଚ୍ଚା ଲାଗିଛି।