Congress MP Randeep Surjewala: `ବିଜେପିକୁ ଭୋଟ ଦେଉଥିବା ଓ ବିଜେପିର ସମର୍ଥକ ସବୁ ରାକ୍ଷସ ପ୍ରବୃତ୍ତିର`

Mon, 14 Aug 2023-1:27 pm,

ଯେଉଁମାନେ ବିଜେପିକୁ ଭୋଟ୍ ଦିଅନ୍ତି ଏବଂ ବିଜେପି ସମର୍ଥକ ସେମାନେ ରାକ୍ଷସ ପ୍ରବୃତ୍ତିର ଅଟନ୍ତି। ମୁଁ ମହାଭାରତର ଜମିରୁ ଏହି ଦେଶକୁ ଅଭିଶାପ ଦେଉଛି ବୋଲି କହିଥିଲେ କଂଗ୍ରେସ ସାଂସଦ ରଣଦୀପ ସୁରେଜୱାଲା। ଯାହାକୁ ନେଇ ଏବେ ବିଜେପି ଓ କଂଗ୍ରେସ ମଧ୍ୟରେ ଘମାଘୋଟ ପରିସ୍ଥିତି ଦେଖାଦେଇଛି । ବିଜେପି ଏହାକୁ କାଉଣ୍ଟର କରିଥିବା ବେଳେ କଂଗ୍ରେସ ଏହାକୁ ନେଇ କୌଣସି ପ୍ରକାରର ଷ୍ଟେଟମେଣ୍ଟ ଦେଇନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link