Court Viral Video: ବାଙ୍କି କୋର୍ଟ ସାମ୍ନାରେ ପିଟାପିଟି ସ୍ୱାମୀ ସ୍ତ୍ରୀ, ଭିଡିଓ ଭାଇରାଲ

Rashmita Sahoo Tue, 15 Oct 2024-4:39 pm,

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିବା ଏକ ସାଧାରଣ କଥା। ବେଳେ ବେଳେ ବୈବାହିକ ଜୀବନରେ ଅଶାନ୍ତି ଏବଂ ଏକ୍ସଟ୍ରା ମ୍ୟାରିଟାଲ ଆଫେୟର୍ସ ପାଇଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଡ ଝଗଡା ଲାଗିଥାଏ। ଏହିସବୁ ମାମଲା ପ୍ରତିଦିନ ଦେଖିବାକୁ ଏବଂ ଶୁଣିବାକୁ ମିଳୁଥିବା ବେଳେ, ବର୍ତ୍ତମାନ ଏପରି ଏକ ଘଟଣା ବାଙ୍କୀ କୋର୍ଟ ସମ୍ମୁଖରେ ଘଟିଥିବା ଜଣାପଡିଛି। ବାଙ୍କୀ କୋର୍ଟ ଆଗରେ ଦମ୍ପତିଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ଦ୍ୱିତୀୟ ବିବାହ କରିବାକୁ ଆସିଥିବା ସ୍ୱାମୀକୁ ମାଡମାରିଲା ସ୍ତ୍ରୀ। ସ୍ତ୍ରୀ ଜଣକ ସ୍ୱାମୀଙ୍କୁ ମାଡମାରି ଥାନାକୁ ନେଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link