Video: ବରଫ ଉପରେ କ୍ରିକେଟ୍ ଖେଳ, ଦେଖନ୍ତୁ ନିଆରା ଭିଡିଓ

Video: କ୍ରିକେଟ୍ ଖେଳ କାହାକୁ ବା ଭଲ ନଲାଗେ । ଯେତେ ଅସୁବିଧା ଥିଲେ ବି ମନରେ ଆଗ୍ରହ ଥିଲେ ଆରମ୍ଭ ହୋଇଯାଏ କ୍ରିକେଟ୍ ଖେଳ ଯାହାର ପ୍ରମାଣ ଏହି ଦୃଶ୍ୟରୁ ଆପଣ ପାଇପାରୁଥିବେ । ପ୍ରବଳ ଶୀତ ମଧ୍ୟରେ ବରଫ ଉପରେ ଚାଲିଛି କ୍ରିକେଟ୍ ଖେଳ, ବୋଲିଂ, ବ୍ୟାଟିଂ, ଫିଲଡିଂ ସବୁକିଛି ସତେ ଯେମିତି ସ୍ୱାଭାବିକ ଭାବେ କରାଯାଉଛି । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link