Odisha Crime: ବିଭତ୍ସ ହତ୍ୟାକାଣ୍ଡ, ୬ ଦିନ ପରେ ଜରି ଅଖାରୁ ମିଳିଲା ମୃତ ଦେହ, ଦେଖନ୍ତୁ ଏହି ଭିଡିଓ..

ପ୍ରିୟମ୍ବଦା ରଣା Fri, 08 Dec 2023-8:39 pm,

Odisha Crime: କଟକରେ ବିଭତ୍ସ ହତ୍ୟାକାଣ୍ଡ (Murder) । ଜରି ଅଖାରୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଠାବ ହେଲା ମୃତଦେହ । ଏଭଳି ଏକ ଛାତିଥରା ଘଟଣା ଘଟିଛି ନିଆଳି ଥାନା କସର୍ଦ୍ଦା ପଞ୍ଚାୟତସ୍ଥିତ କବିଚନ୍ଦ୍ରପୁରରେ (kabichandrapur) । ଗାଁର ପ୍ରକାଶ ସାହୁ ଦୀର୍ଘ ୬ ଦିନ ହେବ ନିଖୋଜ ରହିଥିଲେ । ଆଜି ଏକ ଜରି ଅଖାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଧାନ କଟା ମେସିନକୁ କେନ୍ଦ୍ର କରି ଗାଁର କିଛି ଲୋକେ ତାଙ୍କୁ ଡାକି ନେଇ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link