ହଠାତ୍ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କଲା କୁମ୍ଭୀର, ଚମକି ପଡିବେ ଭିଡିଓ ଦେଖି

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 16 Sep 2024-4:32 pm,

Video: ଜଣେ ବ୍ୟକ୍ତି ପଛପଟୁ କୁମ୍ଭୀର ପିଠିକୁ ଆଉଁସୁଥିଲେ । କିନ୍ତୁ ଆଖି ପିଛୁଳାକେ ସେ କୁମ୍ଭୀର ଆକ୍ରମଣକ ଶିକାର ହୋଇଗଲେ । ବ୍ୟକ୍ତିଙ୍କ ହାତକୁ ଗଭୀରଭାବେ କ୍ଷତାକ୍ତ କରିଦେଲା ଥଣ୍ଟିଆ କୁମ୍ଭୀର । ଏହି ଭିଡିଓଟି ବର୍ତ୍ତମାନ ଖୁବ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link