Video: ଦାଢୀ କାଟୁ କାଟୁ ଚିତ୍କାର କଲେ ଗ୍ରାହକ, ଦୌଡିଲେ ବାରିକ

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 13 Sep 2024-5:02 pm,

Video: ବର୍ତ୍ତମାନ ସୋସିଆଲ ମିଡିଆ ଯୁଗରେ ଅନେକ ଜିନିଷ ଭାଇରାଲ୍ ହେବାରେ ଲାଗିଛି । ଜଣେ ବ୍ୟକ୍ତି ଏପରି ଏକ ରିଲ୍ସ ତିଆରି କରିଛନ୍ତି ଯାହା ପ୍ରଥମେ କିଛି ବ୍ୟକ୍ତିଙ୍କୁ ଭୟବୀତ ହେବା ପାଇଁ ବାଧ୍ୟ କରିବ । ଏକ ପାର୍ଲରରେ ଜଣେ ବ୍ୟକ୍ତି ଦାଢୀ କାଟୁଥିଲେ ସେହି ସମୟରେ ମିଛରେ ଅଭିନୟ କରି ବାରିକଙ୍କୁ ଡରାଇଦେଇଥିଲେ ଗ୍ରାହକ । ଫଳରେ ସେ ସ୍ଥାନରୁ ଦୌଡି ପଳାଇଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link