Video: ସ୍କୁଲ ଡ୍ରେସ ପିନ୍ଧି ଗାଁ ରାସ୍ତାରେ କମାଲ କଲା କୁନି ଝିଅ, ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 02 Sep 2024-10:22 pm,

Video: ଏହି କୁନି ଝିଅଟି ଏବେ ସୋସିଆଲ ମିଡିଆର ଷ୍ଟାର ପାଲଟିଛି । ତାର ନିଆରା ନୃତ୍ୟ ଶୈଳୀ ପାଇଁ ଆଜି ସେ ଚର୍ଚ୍ଚାରେ । ଇନଷ୍ଟାଗ୍ରାମରେ ଏହି କୁନି ଝିଅର ସବୁ ଡ୍ୟାନ୍ସ ଭିଡିଓକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । କମେଣ୍ଟ ବକ୍ସରେ ଅଜସ୍ର ଭଲ ପାଇବା ଅଜାଡି ଦେଉଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link