Cyclone: ବାତ୍ୟା ଯୋଗୁଁ ପ୍ରବଳ ବର୍ଷା, ରାସ୍ତାରେ ମଝିରେ ମାଛ ଧରିଲେ ଲୋକେ, ଭିଡ଼ିଓ ଭାଇରାଲ

Payal Priyadarshini Tue, 05 Dec 2023-2:26 pm,

Cyclone Michaung: ମାଡି଼ ଆସୁଛି ବାତ୍ୟା ‘ମିଗଜୋମ୍’ (Cyclone Michaung) । ସାମୁଦ୍ରିକ ଝଡ଼ ‘ମିଗଜୋମ୍’ ପ୍ରଭାବରେ ଚେନ୍ନାଇ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ସହ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବାତ୍ୟା ନେଇ ଲୋକଙ୍କ ମନରେ ଝନକା ପଶିଥିବା ବେଳେ କେତେକ ସ୍ଥାନରେ ଟ୍ରେନ୍, ମେଟ୍ରୋ ଓ ବିମାନ ଚଳାଚଳକୁ ବାତିଲ କରାଯାଇଛି । ତେବେ ଏହି ଭୟଙ୍କର ପରିସ୍ଥିତି ଭିତରେ ଏକ ମଜାଳିଆ ଭିଡ଼ିଓ ସାମ୍ନାକୁ ଆସିଛି । ଭିଡ଼ିଓଟି କେଉଁ ସ୍ଥାନରେ ତାହା ଜଣାପଡ଼ିନାହିଁ । ଭିଡ଼ିଓରେ ରାସ୍ତାରେ ଜମିଥିବା ପାଣିରେ ଲୋକେ ମାଛ ଧରୁଥିବା ଦେଖିବାକୁ ମିଳୁଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link