Cyclone Update: ଆସନ୍ତା ମାସ ୩ରେ ଆସୁଛି ବଡ଼ ବାତ୍ୟା, ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା..

ପ୍ରିୟମ୍ବଦା ରଣା Thu, 30 Nov 2023-7:43 pm,

Cyclone Update: ଡିସେମ୍ବର ମାସ ୩ ତାରିଖରେ ଆସୁଛି ଏକ ବଡ଼ ବାତ୍ୟା। ୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ(Bay of Bengal) ଏହି ବାତ୍ୟା ସୃଷ୍ଟି ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ୩ ତାରିଖ ସୁଦ୍ଧା ସୃଷ୍ଟି ହୋଇ ୪ ସକାଳେ ଉପକୂଳ ଛୁଇଁବା ନେଇ ସୂଚନା ମିଳିଛି। ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରେ ଏହି ବାତ୍ୟା ହେବା ନେଇ କହିଛି ବିଭାଗ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link