Cyclone Update: ୧୦ କିଲୋ ମିଟର ବେଗରେ ଅଗ୍ରସର ହେଉଛି ବାତ୍ୟା ‘ମିଗଜୋମ’, ଜାଣନ୍ତୁ ରାଜ୍ୟରେ କେମିତି ରହିବ ଏହାର ପ୍ରଭାବ.

ପ୍ରିୟମ୍ବଦା ରଣା Mon, 04 Dec 2023-6:27 pm,

Cyclone Update: ଭୀଷଣ ବାତ୍ୟାରେ ପରିଣତ ହୋଇଛି ବାତ୍ୟା ମିଗଜୋମ। ଏହାର ପ୍ରଭାବରେ ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପଶ୍ଚିମ ଭାଗରେ ଦେଖିବାକୁ ମିଳିଛି। ମିଗଜୋମର ପ୍ରଭାବ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ଦେଖିବାକୁ ମିଳିଛି। ତାମିଲନାଡୁ(Tamilnadu) ରାଜଧାନୀ ଚେନ୍ନାଇ ଓ ଏହାର ଆଖପାଖ ଜିଲ୍ଲାରେ ଆଜିଠାରୁ ବର୍ଷା ଆରମ୍ଭ ହେବାରେ ଲାଗିଛି। ବାତ୍ୟାର ପ୍ରଭାବକୁ ନଜରରେ ରଖି ପୁଡୁଚେରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଗୁଡିକରେ ଆଇପିସି ଧାରା ୧୪୪ ଲାଗୁ କରାଯାଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link