Lightning On Temple: ମାରିଲା ଘଡ଼ଘଡ଼ି, ରାମେଶ୍ୱର ମନ୍ଦିରରୁ ଖସିଲା ଦଧିନଉତି

Sat, 15 Jul 2023-5:06 pm,

Dadhinauti Of Rameshwar Temple Falls Amid Heavy Rain And Lightning In Bhubaneswar । ୬୦ଫୁଟ୍ ତଳକୁ ଖସିଲା ଦଧିନଉତି । ପ୍ରଚଣ୍ଡ ଘଡଘଡି ଓ ବିଜୁଳି ଶବ୍ଦରେ ଖସି ପଡିଥିବା ସୂଚନା । ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦଧିନଉତି ଖସି ପଡିଛି । ଉପସ୍ଥିତ ଥିବା ବ୍ରହ୍ମଣ ଓ ପୂଜା କରିବାକୁ ଆସିଥିବା ଲୋକମାନେ ମନ୍ଦିରରେ ଥିବା ସମୟରେ ଘଟିଥିଲା ଅଘଟଣ । ଭୟଭୀତ ହୋଇପଡ଼ିଥିଲେ ଲୋକେ । ମନ୍ଦିରରେ କୌଣସି ଫାଟ ଥାଇପାରେ ବୋଲି ଅନୁମାନ କରାଯାଉଥିବା କହିଛନ୍ତି ରକ୍ଷଣବେକ୍ଷଣ ଦାୟିତ୍ୱରେ ଥିବା ଅଫିସର ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link