Health Tips: ସୀଢ଼ି ଚଢନ୍ତୁ,ଡାଇବେଟିକ୍ସ,ରକ୍ତଚାପରୁ ଦୁରେଇ ରୁହନ୍ତୁ

Fri, 13 Oct 2023-7:13 pm,

ଯେଉଁମାନେ ଦୈନନ୍ଦିନ ଜୀବନର ଲିଫ୍ଟ ବଦଳରେ ସିଢୀକୁ ବ୍ୟବହାର କରନ୍ତି ଓ ଏହାକୁ ଏକ ଅଭ୍ଯାସରେ ପରିଣତ କରିଛନ୍ତି ସେମାନଙ୍କଠାରେ ମେଟାବଲିକ୍ ସିଣ୍ଡ୍ରୋମ ଲକ୍ଷଣ କମ ରହିଥିଲା । ସେମାନଙ୍କ ରକ୍ତଚାପ,କୋଲଷ୍ଟ୍ରୋଲ ନିୟନ୍ତ୍ରଣରେ ଥିଲା । ସେମାନଙ୍କ ରକ୍ତରେ ଶର୍କରା ମଧ୍ଯ କମ ରହିଥିଲା ସେମାନଙ୍କ ତୁଳନାରେ ଯେଉଁମାନେ ସିଢି ଚଢନ୍ତି ନାହିଁ ବା ସିଢି ବଦଳରେ ଲିଫ୍ଟ ବ୍ୟବହାର କରନ୍ତି । ଅର୍ଥାତ ସିଢି ଚଢୁନଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମେଟାବଲିକ୍ ସିଣ୍ଡ୍ରୋମ ବୃଦ୍ଧିର ଆଶଙ୍କା ଅଧିକ ରହିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link