Dance Video: `ବିନ୍ଦିଆ ଚମକେଗି` ଗୀତରେ ଜେଜେମା କଲେ ଖତରନାକ ଡ୍ୟାନ୍ସ; ନଜର ହଟାଇ ପାରିବେନି ଆପଣ!

ଜୀ ଓଡ଼ିଶା ଡେସ୍କ Fri, 30 Jun 2023-12:23 am,

Dadi Dance Video: ଭିଡିଓରେ ଜଣେ ୯୩ ବର୍ଷୀୟା ମହିଳା 'ବିନ୍ଦିଆ ଚମକେଗି' ଗୀତରେ ନାଚୁଥିବାର ଦେଖିବାକୁ ପାଇବେ । ବୟସର ଉପାନ୍ତରେ ମହିଳାଙ୍କ ଉତ୍ସାହ ଦେଖି ଆପଣ ମଧ୍ୟ ଖୁସି ହୋଇଯିବେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link