Video: କୁମ୍ଭୀର ସହ ବିପଜ୍ଜନକ ଖେଳ, ଭାଇରାଲ୍ ହେଉଛି ଏହି ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 03 Oct 2024-10:18 pm,

Video: କିଛି ବ୍ୟକ୍ତିଙ୍କୁ ବିପଜ୍ଜନକ କାର୍ଯ୍ୟକଳାପ କରିବାକୁ ପସନ୍ଦ ହୋଇଥାଏ । ଜୀବନକୁ ବାଜି ଲଗାଇ ସେମାନେ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି । ତାହାର ପ୍ରମାଣ ଏହି ଭିଡିଓରେ ଦେଖିବାକୁ ମିଳିଛି । କୁମ୍ଭୀରକୁ ସାଧାରଣତଃ ସମସ୍ତେ ବୟ କରୁଥିବା ସମୟରେ ଜଣେ ବ୍ୟକ୍ତି କୁମ୍ଭୀର ପାଟିରେ ନିଜ ମୁଣ୍ଡକୁ ଭର୍ତ୍ତି କରୁଛନ୍ତି । ଆଶ୍ଚର୍ଯ୍ୟର କଥା ଏହା ଯେ, କୁମ୍ଭୀର ବ୍ୟକ୍ତିଜଣଙ୍କର କୌଣସି କ୍ଷତି କରୁନାହିଁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link