Video: ବିଶାଳ କିଙ୍ଗ୍ କୋବ୍ରା ସହ ଖତରନାକ ଖେଳ, ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Sun, 20 Oct 2024-3:15 pm,

Video: ଏହି ଦୃଶ୍ୟଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଦୃଶ୍ୟରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ଏକ ବିଶାଳ ଅହିରାଜ ସାପକୁ ହାତରେ ଧରିଛନ୍ତି । ଏହା ଅତ୍ୟନ୍ତ ବିପଜ୍ଜନକ କାର୍ଯ୍ୟ ତେଣୁ ଏପରି ନକରିବାକୁ ଅନେକ ବ୍ୟକ୍ତି କମେଣ୍ଟ ବକ୍ସରେ ନିଜର ମତ ଉପସ୍ଥାପନ କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link