Fight Viral Video: ସମ୍ପତ୍ତି ପାଇଁ ଚୁଟି ଧରି ମାରିବା ସହ ଶାଶୂକୁ କାମୁଡି଼ ଲହୁଲୁହାଣ କଲା ବୋହୂ

Tue, 01 Aug 2023-8:26 pm,

Daughter In Law beats up and bites old mother in law in a fight over property । ଅନେକ ସମୟରେ ଦେଖିବାକୁ ମିଳେ ଯେ ପୁଅ ବୋହୂ ଶାଶୁ ଶୂଶୁର ମଧ୍ୟରେ ସମ୍ପତ୍ତି ବାଡିକୁ ନେଇ ସର୍ବଦ ଝଗଡ଼ା ହୋଇଥାଏ। ଏହାକୁ ନେଇ ହତ୍ୟା ପରି ଘଟଣା ମଧ୍ୟ ସାମ୍ନାକୁ ଆସିଛି ହେଲେ ଏମିତି ଏକ ଭିଡିଓ ଏବେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ବି ହସିଉଠିବେ। ଶାଶୂ ବୋହୁ ମଧ୍ୟରେ ଘମାସାନ ଲଢେଇ । ସମ୍ପତ୍ତି ପାଇଁ ଶାଶୂକୁ ବୋହୂ ଚୁଟି ଟାଣି ମାରିବା ସହ କାମୁଡ଼ିଦେଇଛି । ଏହି ଭିଡିଓଟି ସୁରଟ ର ବୋଲି ଜଣାପଡ଼ିଛି। ତେଣୁ ମାମଲା ଟି ଏବେ ପୋଲିସ ଷ୍ଟେସନକୁ ଯାଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link