Amazing Dance: ଶଶୁରଙ୍କୁ ଧରି ବଲିଉଡ ଗୀତରେ ଠୁମକା ଲଗାଇଲେ ବୋହୂ, ଭିଡିଓ ଦେଖି ରାଗ ସମ୍ଭାଳି ପାରୁନାହାଁନ୍ତି ଲୋକେ!

Jagdish Barik Sat, 22 Apr 2023-12:04 am,

Woman Dance Video: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ମହିଳା ତାଙ୍କ ଶ୍ୱଶୁରଙ୍କ ସାମ୍ନାରେ ନାଚୁଥିବାର ନଜର ଆସୁଛନ୍ତି । ତେବେ ଏହି କ୍ଲିପକୁ ନେଇ ସୋସିଆଲ ମିଡ଼ିଆରେ ଏକ ବିତର୍କ ଆରମ୍ଭ ହୋଇଛି । ଲୋକମାନେ ବିଭିନ୍ନ କମେଣ୍ଟ କରୁଛନ୍ତି । ଆପଣ ଦେଖନ୍ତୁ ଏହି ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link