Congo Boat Tragedy: ଦେଖୁ ଦେଖୁ ଆଖି ସାମ୍ନାରେ ବୁଡିଗଲା ବୋଟ୍,୭୮ ମୃତ

Rashmita Sahoo Sat, 05 Oct 2024-8:26 pm,

Congo Boat Tragedy:ପୂର୍ବ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ (ଡିଆରସି)ରେ ଏକ ଡଙ୍ଗା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୭୮କୁ ବୃଦ୍ଧି ପାଇଛି। ପ୍ରାୟ ୨୭୮ ଜଣ ଯାତ୍ରୀଙ୍କୁ ନେଇ ଦକ୍ଷିଣ କିଭୁ ପ୍ରଦେଶର ମିନୋଭାରୁ ଉତ୍ତର କିଭୁ ପ୍ରଦେଶର ରାଜଧାନୀ ଗୋମା ଅଭିମୁଖେ ଯାତ୍ରା କରୁଥିବା ଏହି ଡଙ୍ଗାଟି ଗୁରୁବାର ମୁକ୍ୱିଦ୍ଜା ଗ୍ରାମ ନିକଟକିଭୁ ହ୍ରଦରେ ବୁଡ଼ି ଯାଇଥିଲା ବୋଲି ଦକ୍ଷିଣ କିଭୁର ଗଭର୍ଣ୍ଣର ଜିନ୍ ଜାକ୍ ପୁରୁସି କହିଛନ୍ତି। ଗଭର୍ଣ୍ଣର ପୁରୁସି ଉଲ୍ଲେଖ କରିଛନ୍ତି ଯେ ଅସ୍ଥାୟୀ ମୃତ୍ୟୁ ସଂଖ୍ୟା ୭୮ ରହିଛି ଏବଂ ମୃତଦେହଗୁଡ଼ିକୁ ଗୋମାସ୍ଥିତ ଜେନେରାଲ ହସ୍ପିଟାଲର ଶବ ଗୃହକୁ ନିଆଯାଇଥିବା ବେଳେ ଅନେକ ବ୍ୟକ୍ତି ନିଖୋଜ ଅଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link