ଖୁବଶୀଘ୍ର ଦେବାଳିଆ ହୋଇଯିବେ ଏହି ୧୦ ଦେଶ!

ପ୍ରଭୁଦତ୍ତ ମହାରଣା Tue, 03 Oct 2023-9:58 am,

ଋଣ ନେଇ ଘିଅ ଖାଇବା କଥା ଶୁଣିଥିବେ। ଯାହାର ଅର୍ଥ ହେଉଛି ଋଣ ନେଇ ଅଯଥା ଖର୍ଚ୍ଚ କରିବାର ପରିଣାମ ସବୁବେଳେ ଖରାପ ହୋଇଥାଏ। ଉଧାର ଦେଇଥିବା ବ୍ଯକ୍ତି ବ୍ୟାଙ୍କ ଋଣ ପରିଶୋଧ କରି ନ ପାରିବା ନିଜକୁ ଦେବାଳିଆ ଘୋଷଣା କରେ। ସେମିତି ଯଦି ଗୋଟିଏ ଦେଶ ନେଇଥିବା ଋଣ ପରିଶୋଧ କରିନପାରେ ତାହେଲେ ଏହା ମଧ୍ଯ ଦେବାଳିଆ ହୋଇଯାଏ। ନିକଟରେ ପଡୋଶୀ ଶ୍ରୀଲଙ୍କା ସହ ସମାନ ଘଟଣା ଘଟିଥିଲା। ଦେଶରେ ହୋଇଥିବା ଗଣ ଆନ୍ଦୋଳନରେ ବେହାଲ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ପରିବାର ସ୍ୱଦେଶରୁ ଫେରାର ହୋଇଯାଇଥିଲେ। ଶ୍ରୀଲଙ୍କା ଭଳି ବିଶ୍ୱରେ ଆଉ କିଛି ଦେଶ ଅଛନ୍ତି ଯିଏ ଆଗକୁ ଦେବାଳିଆ ହେବାକୁ ଯାଉଛି। ଆସନ୍ତୁ ନଜର ପକାଇବା ଏଭଳି ୧୦ ଦେଶଙ୍କ ଉପରେ ଯେଉଁମାନେ ନିକଟ ଭବିଷ୍ୟତରେ ଦେବାଳିଆ ହୋଯିବାର ଯଥେଷ୍ଟ ଆଶଙ୍କା ରହିଛି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link