Arvind Kejriwal: ଏପ୍ରିଲ ୧୫ ପର୍ଯ୍ୟନ୍ତ ତିହାର ଜେଲ୍ ରେ ରହିବେ ଅରବିନ୍ଦ କେଜ୍ରିୱାଲ...

Mon, 01 Apr 2024-6:00 pm,

ଅପ୍ରେଲ ୧ ତାରିଖ ସୋମବାର ଶେଷ ହୋଇଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ହାଜତ ମିଆଦି। ଇଡ଼ି ହାଜତ ମିଆଦି ଶେଷ ହେବା ପରେ ଦିଲ୍ଲୀ ମଦ ନୀତି ମାମଲାରେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ କାରାଗାରରେ ରହିବେ ଅରବିନ୍ଦ କେଜ୍ରିୱାଲ। ସୋମବାର ସକାଳେ ସକାଳେ ସ୍ଥାନୀୟ କୋର୍ଟ ତାଙ୍କୁ ଅପ୍ରେଲ ୧୫ ତାରିଖ ପର୍ଯ୍ୟନ୍ତ ଜେଲ ପଠାଇ ଦେଇଥିଲେ। ଯଦିଓ ତାଙ୍କ ହାଜତ ମିଆଦୀ ବୃଦ୍ଧି କରିବା ପାଇଁ ଇଡ଼ି ପକ୍ଷରୁ ଅଦାଲତରେ କୌଣସି ଆବେଦନ ହୋଇନଥିଲା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link