kedarnath viral video: ପ୍ରବଳ ତୁଷାରପାତରେ କେଦାରନାଥ ଡ଼ୋଲିକୁ ବୋହି ନେଉଛନ୍ତି ଭକ୍ତ, ଦେଖନ୍ତୁ ଏହି ଅନନ୍ୟ ଦୃଶ୍ୟ

Tue, 08 Aug 2023-4:21 pm,

କୁହାଯାଏ ଭକ୍ତି ଆଗରେ ସବୁ ତୁଚ୍ଛ । ଭଗବାନକୁ ପାଖରେ ପାଇଲେ ମଣିଷଟି ନିଜର ସବୁ ଦୁଃଖ କଷ୍ଟକୁ ଭୁଲି ଯାଇଥାଏ । ଦେଖନ୍ତୁ ଇଏ ଭିଡ଼ିଓ । ପ୍ରବଳ ତୁଷାରପାତକୁ ଖାତିର ନ କରି ଭକ୍ତମାନେ କିପରି କେଦାରନାଥ ଡ଼ୋଲିକୁ ବୋହି ନେଇଯାଇଛନ୍ତି । ଏହା ଭକ୍ତି ନୁହେଁ ତ ଆଉ କଣ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link