Dharmendra Pradhan: ମାଆ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେଇ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର

ପ୍ରିୟମ୍ବଦା ରଣା May 02, 2024, 17:17 PM IST

Dharmendra Pradhan File Nomination: ସମ୍ବଲପୁର ଜିଲ୍ଲାପାଳ ଙ୍କ ଠାରେ ସମ୍ବଲପୁର ଲୋକସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ସମର୍ଥିତ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ | ଆଜି ସକାଳୁ ମା ସମଲେଶ୍ୱରୀ ଙ୍କ ଆଶୀର୍ବାଦ ଲାଭ କରିବା ସହ ସେ ଏକ ବିରାଟ ପଟୁଆର ରେ ଆସି ଜିଲ୍ଲାପାଳ କାର୍ଯ୍ୟାଳୟ ରେ ଜିଲ୍ଲାପାଳ ଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ |ସେ ଚାରି ସେଟ ନାମାଙ୍କନ ପତ୍ର ଦାଖଲ କରିଥିଲେ | ଆଜି ସମ୍ବଲପୁର ର ଲୋକରଣ୍ୟ କୁ ଦେଖି ଶୀତଲ ଷଷ୍ଠୀ ର ଭ୍ରମ ସୃଷ୍ଟି କରୁଥିବାର ଦେଖିବାକୁ ମିଳିଥିଲା |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link