Dharmendra Pradhan: ରାସ୍ତାଘାଟ, ଡ୍ରେନେଜ,ପାନୀୟ ଜଳ ଓ ଷ୍ଟ୍ରିଟ ଲାଇଟ ପାଇଁ ବ୍ଲୁ ପ୍ରିଣ୍ଟ୍ ରେଡି

Fri, 05 Jul 2024-1:26 pm,

ସମ୍ବଲପୁର ରେ ଏବେ ରାସ୍ତାଘାଟ , ଡ୍ରେନେଜ, ପାନୀୟ ଜଳ ଓ ଷ୍ଟ୍ରିଟ ଲାଇଟ ପାଇଁ ଏକ ବ୍ଲୁ ପ୍ରିଣ୍ଟ ତିଆରି ହୋଇଛି | ଖୁବ ଶୀଘ୍ର ତାହା କାର୍ଯ୍ୟକାରୀ ହେବ ବୋଲି ଆଜି ସମ୍ବଲପୁର ଗସ୍ତ ରେ ଆସି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ | ଏ ବାବଦ ରେ ସେ ଜିଲ୍ଲାପାଳ ଏସ ପି ଓ କମିଶନର ଙ୍କ ସହ ଆଲୋଚନା କରିଥିବା ସୂଚନା ଦେଇଥିଲେ | କିଭଳି ସମ୍ବଲପୁର କୁ ଏକ ସ୍ୱଚ୍ଛ ସହର ରେ ପରିଣତ କରାଯାଇ ପାରିବ ସେ ଦିଗରେ ବିଭିନ୍ନ ଟେଣ୍ଡର ସବୁ ମଧ୍ୟ ଖୁବ ଶୀଘ୍ର ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ ମନ୍ତ୍ରୀ |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link