Dharmendra Pradhan Target BJD: `ବିଜୁ ଜନତା ଦଳରେ ଯୋଗ୍ୟ ନଥିବାରୁ ତାମିଲନାଡ଼ୁରୁ ଭଡ଼ାରେ ନେତା ଆଣିଛି ବିଜେଡି`

ପ୍ରିୟମ୍ବଦା ରଣା Wed, 01 May 2024-2:40 pm,

Dharmendra Pradhan Target BJD: କଣ ଓଡିଶା ରେ ଲୋକ ନାହାନ୍ତି ଗୁମାସ୍ତା ହାତରେ ଶାସନ ଡୋରି ରହିଛି |ଗୋଟିଏ ତାମିଲ ଗୁମାସ୍ତା ଆମକୁ ଶାସନ କରିବ ଆମେ ଏହାର ଉଚିତ ଜବାବ ଦେବା | ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କାର୍ଡ ସହ ଆୟୁଷ୍ମାନ ଯୋଜନା କୁ ମଧ୍ୟ ସାମିଲ କରନ୍ତୁ | ଲୋକେ ବେଶୀ ସୁବିଧା ପାଇବେ ବୋଲି କହିଛନ୍ତି ଧର୍ମେନ୍ଦ୍ର |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link