Diarrhoea: ହୀରାକୁଦ ଓ ସମ୍ବଲପୁରରେ ଡ଼ାଇରିଆ ବ୍ୟାପିବାକୁ ନେଇ ସଚେତନ କଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ

Tue, 02 Apr 2024-4:39 pm,

ହୀରାକୁଦ ଓ ସମ୍ବଲପୁର ର କିଛି ଅଞ୍ଚଳ ରେ ଡ଼ାଇରିଆ ବ୍ୟାପିବାକୁ ନେଇ ସଚେତନ କଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ | ଆଜି ଜିଲ୍ଲା ସଦର ଡାକ୍ତରଖାନା ରେ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ଙ୍କୁ ଫୁଟା ପାଣି ପିଇବା,ଖାଇବା ପୂର୍ବରୁ ସାବୁନ ରେ ହାତ ଧୋଇବା ଓ ବାହାରେ ଖୋଲା ରେ ରହିଥିବା ଖାଦ୍ୟ ଖାଇବା କୁ ନେଇ ସମସ୍ତଙ୍କୁ ସତର୍କ କଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link