Heart Touching Video: ଟ୍ରାଇ-ସାଇକେଲରେ ଝିଅକୁ ଭଟିବା ପାଇଁ ଆଠ ଦିନରେ ୧୭୦ କିଲୋମିଟର ସଂଘର୍ଷ କଲା ବୁଢ଼ୀ ମା; ଆଖି ଛଳଛଳ କରିଦେବ ଏହି ଭିଡିଓ
ଜୀ ଓଡ଼ିଶା ଡେସ୍କ Thu, 08 Jun 2023-7:56 pm,
Heart Touching Video: ବାର୍ଦ୍ଧକ୍ୟ ସମୟରେ ସାଧାରଣତ ମଣିଷ ଅନ୍ୟ ମାନଙ୍କ ସମର୍ଥନ ଆବଶ୍ୟକ କରନ୍ତି, କିନ୍ତୁ ଏହି ବୟସରେ ଜଣେ ବୁଢ଼ୀ ମା" ତାର ଝିଅକୁ ଭେଟିବା ପାଇଁ ୧୭୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ସଂଘର୍ଷ କରିଛନ୍ତି । ଭିଡିଓ ଅନୁଯାୟୀ, ବୃଦ୍ଧ ମହିଳାଙ୍କୁ ଏହି ଯାତ୍ରାରେ କରିବାକୁ ୮ ଦିନ ସମୟ ଲାଗିଛି ।