Israel-Palestine War: ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧ ପୂର୍ବରୁ ଏପରି ଭବିଷ୍ୟବାଣୀ କରିଥିଲେ ବାବା ଭେଙ୍ଗା, ଆଗକୁ ବିପଦ

ପ୍ରିୟମ୍ବଦା ରଣା Thu, 12 Oct 2023-2:34 pm,

Israel-Hamas conflict: ବୁଲଗେରିଆର ଫକୀର ବାବା ବେଙ୍ଗା ତାଙ୍କ ଭବିଷ୍ୟତବାଣୀ ପାଇଁ ଦୁନିଆରେ ପରିଚିତ । ୧୯୯୬ ମସିହାରେ ବାବା ବେଙ୍ଗାଙ୍କର ପରଲୋକ ହୋଇଥିଲା । ତାଙ୍କର ପୁରା ନାମ ହେଉଛି ଭେଞ୍ଜେଲିଭ୍ ପାଣ୍ଡେବା ଦିମିତ୍ରୋଭ । ବାବା ବେଙ୍ଗା ତାଙ୍କ ଜୀବଦ୍ଦସାରେ ଗୋଟିଏ ଭୟଙ୍କର ମୁସଲିମ ଯୁଦ୍ଧର ଭବିଷ୍ୟତବାଣୀ କରିଥିଲେ । ସୂଚନାଯୋଗ୍ଯ ଯେ, ସେ ମଧ୍ଯ ୨୦୦୪ର ବକ୍ସିଂ ଡେ ସୁନାମୀ ଓ ବିଶ୍ୱ ତାପନକୁ ନେଇ ଭବିଷ୍ୟତବାଣୀ କରିଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link