Qutub Minar: କେବେ ଭାବିଛନ୍ତି କାହିଁକି ଖୋଲେ ନାହିଁ କୁତବ ମୀନାରର ଦ୍ୱାର ?

ରଶ୍ମିତା ସାହୁ Fri, 06 Oct 2023-2:00 pm,

କୁତବ ମୀନାର ଭାରତର ପ୍ରାରମ୍ଭିକ ମୁସଲିମ୍ ସ୍ଥାପତ୍ୟ ମଧ୍ୟରୁ ଗୋଟିଏ । ଦିଲ୍ଲୀର ମେହରୁଲି ଜିଲ୍ଲାରେ ଥିବା ଏହି ମୀନାର ୟୁନେସ୍କୋର ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଛି । ଇଟାରେ ତିଆରି ଏହା ହେଉଛି ବିଶ୍ୱର ସବୁଠାରୁ ଉଚ୍ଚତମ ଅଟ୍ଟାଳିକା । ଏହି ମୀନାରୁ ୨୭ଟି ମନ୍ଦିର ଭାଙ୍ଗି ସେଥିରୁ ସଂଗୃହିତ ଇଟାରେ ତିଆରି କରାଯାଇଥିଲା । ଦାସ ବଂଶର ପ୍ରଥମ ଶାସକ ଇଲତୁତମିସ ଏହାକୁ ହିନ୍ଦୁଙ୍କ ଉପରେ ଇସଲାମର ବିଜୟ ଦର୍ଶାଇବାକୁ ତିଆରି କରିଥିଲା । ତେବେ ଏହା ପାଖରେ ଗୋଟିଏ ଏଭଳି ସ୍ତମ୍ଭ ରହିଛି ଯାହା ଆଜି ମଧ୍ୟ ବୈଜ୍ଞାନିକଙ୍କ ପାଇଁ ଆଶ୍ଚର୍ଯ୍ୟର ବିଷୟ । ଏହି ସ୍ତମ୍ଭକୁ କିର୍ତ୍ତି ସ୍ତମ୍ଭ ବୋଲି କୁହାଯାଏ । ମାନ୍ୟତା ଅଛି ଯେ,ଏହି ସ୍ତମ୍ଭ ନିକଟରେ ଯଦି କୌଣସି ମାନସିକ କରାଯିବ ତେବେ ତାହା ନିଶ୍ଚିତ ପୁରଣ ହେବ । କୁତବମୀନାର ଓ ଏହାର ଆଖପାଖରେ ଥିବା ସ୍ମାରକ ସହିତ ଜଡ଼ିତ କିଛି ତଥ୍ୟ ବାବଦରେ ଆସନ୍ତୁ ଜାଣିବା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link