IIT Bombay Viral Video: ଆଇଆଇଟି ବମ୍ବେରେ କ୍ଲାସ୍ ଚାଲିଥିଲା, ହଠାତ୍ ଏକ ବୁଲା କୁକୁର ମାରିଲା ଏଣ୍ଟ୍ରି, ଆଉ ତା`ପରେ...

Jagdish Barik Tue, 08 Aug 2023-8:29 pm,

IIT Bombay Viral Video: ସୋସିଆଲ ମିଡିଆରେ ଦାବି କରାଯାଇଛି ଯେ ଏହି ଭିଡିଓଟି ଆଇଆଇଟି ବମ୍ବେରୁ ସୁଟ୍ ହୋଇଛି । ଏଥିରେ ଦେଖିପାରିବେ ଯେ ଯେତେବେଳେ ଜଣେ ପ୍ରଫେସର ଶ୍ରେଣୀରେ ଶିକ୍ଷାଦାନ କରୁଥାନ୍ତି, ଠିକ୍ ସେତିକି ବେଳେ ଏକ ବୁଲା କୁକୁର ତାଙ୍କ ପାଖରେ ପହଞ୍ଚେ । ବାସ୍ତବରେ ଶ୍ରେଣୀଗୃହରେ, ଏହି ପ୍ରଫେସର ବୋର୍ଡରେ କିଛି ଲେଖୁଛନ୍ତି, ଠିକ ଏତିକିବେଳେ ଏକ କୁକୁର ତାଙ୍କ ପଛ ଦେଇ ଡେସ୍କ ଆଡକୁ ଯାଉଛି । ଯାହାର ଭିଡିଓ ବର୍ତ୍ତମାନ ଜୋରଦାର ଭାଇରାଲ ହେଉଛି ।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link