Viral Video: ଛେଳି ସହିତ କୁକୁରର ଯୁଦ୍ଧ, ଦେଖନ୍ତୁ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 25 Aug 2023-7:05 pm,

Viral Video: ଅନେକ ସମୟରେ ପଶୁ ପକ୍ଷୀଙ୍କର ବିଭିନ୍ନ ହରକତର ଭିଡିଓ ଭାଇରାଲ୍ ହୋଇଯାଏ । ସେମିତି ଏକ ଭିଡିଓ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ । ଗୋଟିଏ କୁକୁର ସହିତ ଛେଳି ମୁହାଁମୁହିଁ ହେବା ପରେ ପରିସ୍ଥିତି କଣ ହେଉଛି ଦେଖନ୍ତୁ ଏହି ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link