Viral Video: ଚଳନ୍ତା ଟ୍ରେନରୁ ପ୍ଲାଟଫର୍ମକୁ ଡେଇଁଲା କୁକୁର

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 10 Aug 2023-2:59 pm,

Viral Video: ଭିଡିଓରେ ଦେଖିବାକୁ ମିଳିଛି ଯେ, ଟ୍ରେନ ଷ୍ଟେଶନର ପ୍ଲାଟଫର୍ମରେ ଲାଗିବା ପୂର୍ବରୁ ଟ୍ରେନରେ ଥିବା କୁକୁରଟି ଚଟାଣକୁ ଡେଇଁ ପଡିଥିଲା । ଏହି ଦୃଶ୍ୟକୁ ଜଣେ ଯାତ୍ରୀ ନିଜ ମୋବାଇଲ କ୍ୟାମେରାରେ ରେକର୍ଡ କରିଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link