Video: କୁକୁର ଖେଳୁଛି ଫୁଟବଲ୍, ଦେଉଛି ଗୋଲ୍... ଭାଇରାଲ୍ ହେଉଛି ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 14 Oct 2024-2:44 pm,

Video: ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ମଣିଷ ସହିତ କୁକୁର ଫୁଟବଲ ଖେଳିବାରେ ଲାଗିଛି । ଆଶ୍ଚର୍ଯ୍ୟର କଥା ଏହା ଯେ, ଖୁବ ସଠିକ ଆଉ ସୁନ୍ଦର ଭାବେ କୁକୁର ଫୁଟବଲ୍ ଖେଳିପାରୁଛି । ଏଥିସହ ଆହୁରି ଆଶ୍ଚର୍ଯ୍ୟର କଥା ଏହା ଯେ, କୁକୁରଟି ଖେଳକୁ ଜିତାଇବାରେ ସକ୍ଷମ ହେଉଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link