Video: ବାଘ ସହ କୁକୁରର ମୁହାଁମୁହିଁ, ଦେଖନ୍ତୁ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 27 Sep 2023-11:05 pm,

Video: ସୋସିଆଲ ମିଡିଆରେ ଅନେକ ଭିଡିଓ ଖୁବ କମ ସମୟ ମଧ୍ୟରେ ଅଧିକ ମାତ୍ରାରେ ଭାଇରାଲ୍ ହୋଇଯାଇଥାଏ । ବର୍ତ୍ତମାନ ଯେଉଁ ଭିଡିଓଟି ଖୁବ୍ ଅଧିକ ମାତ୍ରାରେ ଭାଇରାଲ୍ ହୋଇଛି ସେଥିରେ ଦେଖିବାକୁ ମିଳିଛି ଯେ, ଗୋଟିଏ କୁକୁର ବାଘ ଉପରେ ଆକ୍ରମଣ କରିବାକୁ ସାହସ ଯୁଟାଉଛି । ଦେଖନ୍ତୁ ଏହି ଭିଡିଓ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link