Viral Video: ଡଲି ଚା`ବାଲା କଲେ ଏମିତି କାମ, ଭିଡିଓ ହେଲା ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 19 Sep 2024-2:17 pm,

Viral Video: ନିଜର ନିଆରା ଚା' ବିକିବା ଷ୍ଟାଇଲ ପାଇଁ ଚର୍ଚ୍ଚାକୁ ଆସି ଭାଇରାଲ୍ ହୋଇଥିବା ଡଲିଙ୍କ ନୂଆ ଲୁକ୍ ଏବେ ଆହୁରି ଚର୍ଚ୍ଚାରେ । ଏୟାରପୋର୍ଟରେ ଡଲି ପାଦ ଦେବା ପରେ ତାଙ୍କ ସହ କଣ ସବୁ ଘଟୁଛି ତାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link