କେନ୍ଦ୍ର ସରକାରଙ୍କ Hit and Run ଆଇନ ବିରୋଧରେ ଡ୍ରାଇଭରଙ୍କ ଆନ୍ଦୋଳନ..
Hit and Run: ପାରାଦୀପ ଇଣ୍ଡିଆନ ଅଏଲ୍ ଟର୍ମିନାଲ୍ ସ୍ଥିତ ତୈଳ ପରିବହନ କର୍ମଚାରୀ ସଂଘ ପକ୍ଷରୁ ପ୍ରତିବାଦ ସଭା। ଡ୍ରାଇଭର ଭାଇ ମାନଙ୍କ ବିରୁଦ୍ଧରେ କେନ୍ଦ୍ର ସରକାର ଆଣିଥିବା କଳା ଆଇନ୍ କୁ ବାତିଲ କରିବା ଉଦ୍ଦେଶ୍ୟରେ ଏହି ପ୍ରତିବାଦ ସଭା। ଏହି ସଭାରେ ଶତାଧିକ ଟ୍ରକ ଡ୍ରାଇଭର ଭାଇମାନେ ଉପସ୍ଥିତ ରହି କେନ୍ଦ୍ର ସରକାର ଆଣିଥିବା କଳାଆଇନ୍ କୁ ବିରୋଧ କରାଯାଇଛି।