Video: ଗୁପଚୁପ୍ ସହ ଏତେ କଞ୍ଚା ଲଙ୍କା ଖାଉଛନ୍ତି, ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 20 Sep 2024-2:53 pm,

Video: ଗୁପଚୁପ୍ ଖାଇବାକୁ କାହାକୁ ବା ଭଲ ନଲାଗେ । କିନ୍ତୁ ଏହି ଗୁପଚୁପ ଖାଇବାର ଏକ ନିଆରା ଦୃଶ୍ୟ ଭାଇରାଲ୍ ହେବାରେ ଲାଗିଛି ସୋସିଆଲ ମିଡିଆରେ । ଜଣେ ବ୍ୟକ୍ତି କିପରି ଗୁପଚୁପ ଖାଇବା ସହ କଞ୍ଚା ଲଙ୍କା ଚୋବାଉଛନ୍ତି ତାହା ଏବେ ସମସ୍ତଙ୍କୁ ଚକିତ କରିଛି । କିଛି ବ୍ୟକ୍ତି ପ୍ରଶ୍ନ ଉଠାଇଛନ୍ତି ଯେ, ଏହା କିପରି ସମ୍ଭବ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link