Lamborghini Video Viral: ପରିଣତ ବୟସରେ କଲେ ସ୍ୱପ୍ନ ପୂରା, ଭିଡିଓ ଦେଖିଲେ କହିବେ...

Sun, 30 Jul 2023-6:54 pm,

Elderly man buys Lamborghini after retirement, Emotional Video Surfaces । କଥାରେ ଅଛି ନିଜ ସ୍ୱପ୍ନକୁ ପୂରା କରିବା ହେଉଛି ସବୁଠାରୁ ବଡ଼ ଧର୍ମ । ଏମିତି ଏକ ଇମୋସନାଲ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପରିଣତ ବୟସରେ ନିଜର ସ୍ୱପ୍ନକୁ ପୂରା କରିଛନ୍ତି ଜଣେ ବୃଦ୍ଧ । ନିଜ ରିଟାୟରମେଣ୍ଟ ପରେ ସେ ନିଜକୁ ଏକ ଲଗଜରିଅସ କାର୍ ଲାମ୍ବ୍ରୋଗିନି କାର୍ ଗିଫ୍ଟ କରିଛନ୍ତି । ନିଜେ କାର୍ କିଣିବା ପରେ ଏହା ମଧ୍ୟରେ ବସି ସବୁଠାରୁ ସୁନ୍ଦର ଏକ୍ସପ୍ରେସନ ଦେଇଥିଲେ ବୃଦ୍ଧ ଜଣକ। ଭିଡିଓରେ ଦେଖିବାକୁ ମିଳୁଛି ଯେ, ବୃଦ୍ଧ ଜଣକ ଖୁସିରେ ହସି ହସି ତଳେ ଗଡ଼ିଯାଉଛନ୍ତି ଯାହାର ଏକ ଭିଡିଓ ଭାଇରାଲ ହେଉଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link