Elephant: ହାତୀ ଆତଙ୍କ, ନାକେଦମ ଗ୍ରାମବାସୀ, ଦେଖନ୍ତୁ ଏହି ଭିଡିଓ...

ପ୍ରିୟମ୍ବଦା ରଣା Wed, 04 Sep 2024-2:16 pm,

Elephant: ହାତୀପଲଙ୍କ ପାଇଁ ଲୋକେ ନାକେଦମ । ହାତୀପଲଙ୍କ କବଳରୁ ଧାନ ଫସଲ ବଞ୍ଚାଇବାକୁ ଲୋକମାନେ ରାତି ଉଜାଗର ରହୁଛନ୍ତି । କେନ୍ଦୁଝର ଜିଲ୍ଲାରେ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ଜଙ୍ଗଲ ନିକଟରେ ଥିବା ବ୍ୟାପକ ଧାନଫସଲ ପାଦରେ ଦଳି ନଷ୍ଟ କରୁଛନ୍ତି ହାତୀପଲ । ଫଳରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link