Elina Akash Video: ଆଗାମୀ ଫିଲ୍ମ `କେମିତି ଏ ସମ୍ପର୍କ`ର ଚାଲିଛି ଗୀତ ସୁଟିଂ, ଏଲିନା ସେୟାର କଲେ ଭିଡିଓ

Sun, 28 Jan 2024-7:39 pm,

ରୂପେଲି ପରଦାରେ ରିଲିଜ ହେବାକୁ ଯାଉଛି ଫିଲ୍ମ 'କେମିତି ଏ ସମ୍ପର୍କ'। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଏଲିନା ସାମନ୍ତରାୟ ଓ ଆକାଶ ଦାସ ନାୟକ। ତେବେ ଏହି ଫିଲ୍ମର ଗୀତ ସୁଟିଂ ଏହା ପାହାଡି ସୁନ୍ଦର ଇଲାକାରେ ଚାଲିଛି। ଏହି ଫିଲ୍ମର ଏକ ଗୀତ ସୁଟିଂ ର Behind The Scene ସୁଟିଂ କରିଛନ୍ତି ଏଲିନା ଓ ଆକାଶ । ନିଜ ଇନଷ୍ଟା ପେଜରେ ଏହି ଭିଡିଓକୁ ସେୟାର କରିଛନ୍ତି ଓଲିଉଡର ଚୁଲୁବୁଲି ଅଭିନେତ୍ରୀ ଏଲିନା ସାମନ୍ତରାୟ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link