Elina Samantray: ନାଲି ସାଢ଼ୀ ପିନ୍ଧି `ମୋର ମନ ଉଡ଼ିଯାଏ ରେ` ଗୀତରେ ନୂଆ ରିଲ୍ ସେୟାର କଲେ ଅଭିନେତ୍ରୀ ଏଲିନା, ଦେଖନ୍ତୁ ଏହି ଭିଡିଓ.

ପ୍ରିୟମ୍ବଦା ରଣା Mon, 09 Oct 2023-6:26 pm,

Elina Samantray: ଓଡ଼ିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିବ୍ ରହିଥାନ୍ତି। ନିଜର ଫିଲ୍ମ ପ୍ରମୋସନ ଠାରୁ ଆରମ୍ଭ କରି ଆଉଟ୍-ଡୋର ଭିଜିଟ୍ ପର୍ଯ୍ୟନ୍ତ ସବୁକିଛି ସେ ସୋସିଆଲ ମିଡିଆରେ ଅପଡେଟ୍ କରିଥାନ୍ତି। ତେବେ ନିକଟରେ ଏକ ନାଲି ସାଢୀ ପିନ୍ଧି 'ମୋର ମନ ଉଡ଼ି ଯାଏରେ' ଗୀତରେ ଏକ ସୁନ୍ଦର ରିଲ୍ ସେ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି। ଯାହାକୁ ତାଙ୍କ ପ୍ରଶଂସକମାନେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link