Elvish Yadav: ବିଗ୍ ବସ୍ ଜିତିବା ପରେ କ୍ୟାମେରା ସାମ୍ନାରେ କିଛି ଏମିତି ଖୁଲାସା କଲେ ଏଲବିସ୍ ଯାଦବ..

ପ୍ରିୟମ୍ବଦା ରଣା Tue, 15 Aug 2023-6:40 am,

Elvish Yadav: ବିଗ୍ ବସ୍ ଜିତିବା ପରେ କ୍ୟାମେରା ସାମ୍ନାରେ କିଛି ଏମିତି ଖୁଲାସା କଲେ ଏଲବିସ୍ ଯାଦବ..ହୋଷ୍ଟ ସଲମାନ ଖାନ Big Boss ଶୋ’ର ଗ୍ରାଣ୍ଡ ଫାଇନାଲ୍ ସମୟରେ ବିଗ୍ ବସ୍ OTT 2 ର ବିଜେତା ଘୋଷଣା କରିଛନ୍ତି। ଏଲଭିଶ ଯାଦବ ବିଗ୍ ବସ୍ OTT ସିଜନ୍ 2 ଟ୍ରଫି ଏବଂ 25 ଲକ୍ଷ ଟଙ୍କା ନଗଦ ପୁରସ୍କାର ନେଇଛନ୍ତି। ଅଭିଷେକ ମାଲହାନଙ୍କୁ ରନର୍ ଅପ୍ ଘୋଷିତ କରାଯାଇଥିଲା। ଶୋ’ର ଅନ୍ୟ ଫାଇନାଲିଷ୍ଟ ଥିଲେ ମନୀଷା ରାନୀ, ବେବିକା ଧୁରଭେ ଏବଂ ପୂଜା ଭଟ୍ଟ ଥିଲେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link