Emotional Video: ମା` ପରି କିଏ ହେବ...ବର୍ଷାରେ ନିଜେ ଭିଜି ପୁଅକୁ ଓଦା ହେବାରୁ କରୁଛି ରକ୍ଷା, ଆପଣଙ୍କୁ ଭାବପ୍ରବଣ କରିବ ଏହି ଭିଡିଓ

Jagdish Barik Fri, 23 Jun 2023-5:56 pm,

Emotional video for mother: ଭିଡିଓରେ ଆପଣ ଦେଖିପାରିବେ ଯେ ରାତି ସମୟ, ବର୍ଷା ହେଉଛି । ଲୋକମାନେ ଟ୍ରାଫିକରେ ଅଟକି ରହିଛନ୍ତି, ଯେଉଁଠାରେ ଜଣେ ମା' ନିଜ ପୁଅ ବାଇକ ପଛରେ ବସିଥିବାର ନଜର ଆସୁଛନ୍ତି । ବର୍ଷାରେ ନିଜେ ଭିଜି ପୁଅକୁ ଓଦା ହେବାରୁ କରୁଛି ରକ୍ଷା ଏହି ମାଆ । ଦେଖନ୍ତୁ ଭଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link