Video: କୁକୁର ସହ ଅଭିନେତା ବୁଦ୍ଧାଦିତ୍ୟ, ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 30 Aug 2024-4:15 pm,

Video: ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ନିଜ ଦମଦାର ଅଭିନୟ ପାଇଁ ସାରା ଓଡ଼ିଶାରେ ଲୋକପ୍ରିୟ । ବୁଦ୍ଧାଦିତ୍ୟ ମହାନ୍ତି କେବଳ ଅଭିନୟକୁ ଭଲ ପାଆନ୍ତି ତାହା ନୁହେଁ , ପଶୁ ପକ୍ଷୀଙ୍କୁ ଖୁବ ଭଲ ପାଆନ୍ତି ବୁଦ୍ଧାଦିତ୍ୟ । ନିକଟରେ ଏକ କୁକୁର ସହିତ ବୁଦ୍ଧାଦିତ୍ୟଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link