Video: ଓଲିଉଡ ଅଭିନେତା ସ୍ୱରାଜଙ୍କ ପ୍ରତି ପ୍ରଶଂସକଙ୍କ ଭଲପାଇବା, ଦେଖନ୍ତୁ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 21 Dec 2023-6:30 pm,

Video: ଓଲିଉଡ ଅଭିନେତା ସ୍ୱରାଜ ଶିଶୁ କଳାକାର ଭାବରେ ଓଡ଼ିଆ ସିନେ ଜଗତରେ ନିଜର କ୍ୟାରିୟର ଆରମ୍ଭ କରି ବର୍ତ୍ତମାନ ନାୟକ ଭୂମିକାରେ ଗୋଟେ ପରେ ଗୋଟେ ହିଟ୍ ସିନେମା ଦର୍ଶକଙ୍କୁ ଭେଟି ଦେଇଚାଲିଛନ୍ତି । ଯେଉଁଥିପାଇଁ ସ୍ୱରାଜଙ୍କୁ ଅନେକ ଭଲପାଇବା ଦେଇଛନ୍ତି ଦର୍ଶକ । ନିକଟରେ ସ୍ୱରାଜ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ତାଙ୍କୁ ଦେଖିବାକୁ ଫ୍ୟାନ୍ସମାନେ ଭିଡ ଜମାଇଥିଲେ । ସେହି ଦୃଶ୍ୟକୁ ସ୍ୱରାଜ ନିଜ ସୋସିଆଲ ମିଡିଆରେ ଅପଲୋଡ କରିବା ସହିତ ଲେଖିଛନ୍ତି ଯେ, This is enough for me to sleep today peacefully ! Thanks for giving "me" a space in your heart ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link